ଦିବ୍ୟାଙ୍ଗ ଶିଶୁ ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୋଲିଲା “ସେନ୍‌ସୋରି ପାର୍କ”

ଭୁବନେଶ୍ବର: ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟର ପ୍ରଥମ ସେନ୍‌ସୋରି ପାର୍କ ଆଜି ସହିଦନଗରରେ ଉଦ୍‌ଘାଟିତ ହୋଇଯାଇଛି। ସବୁ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ମନୋରଞ୍ଜନ ପାଇଁ ଏହି ପାର୍କରେ ବ୍ୟବସ୍ଥା ରହିଛି। ପ୍ରବେଶ ପଥରେ ରେଫ୍ଲେକ୍ସଲୋଜି ପାଥ୍‌ ବ୍ୟବସ୍ଥା ଥିବା ବେଳେ ଆକ୍ୟୁପ୍ରେସର ପଏଣ୍ଟ ମଧ୍ୟ ରହିଛି। ହ୍ବିଲ୍ ଚେୟାର, ମେରି ଗୋ ରାଉଣ୍ଡ ଓ ହ୍ବିଲ୍ ଚେୟାର ସ୍ବିଇଙ୍ଗ୍‌ ଭଳି ବ୍ୟବସ୍ଥା ରହିଛି, ଯେଉଁଥିରେ ଜଣେ ଶିଶୁ ହ୍ବିଲ୍ … Continue reading ଦିବ୍ୟାଙ୍ଗ ଶିଶୁ ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୋଲିଲା “ସେନ୍‌ସୋରି ପାର୍କ”